ଦ୍ରୁତଗତିରେ ତରଳୁଛି ଗ୍ଲେସିଅର: ଉପକୂଳବାର୍ତ୍ତୀ ଭାରତୀୟଙ୍କୁ ସଙ୍କଟ
‘ତୃତୀୟ ମେରୁ’ ରୂପେ ପରିଚିତ ହିମାଳୟ ଆଣ୍ଟାର୍କଟିକା ଏବଂ ଆର୍କଟିକ୍ ପରେ ଗ୍ଲେସିଅର୍ ବରଫର ତୃତୀୟ ବୃହତ୍ତମ ଉତ୍ସ । ହେଲେ ଗ୍ଲୋବାଲ ୱାର୍ମିଂ ଯୋଗୁଁ ଏହାର ଗ୍ଲେସିୟରଗୁଡିକ ଅସାଧାରଣ ହାରରେ ତରଳି ଯାଉଛି । ସାଇନ୍ସ ଜର୍ନଲ…