ଓଡ଼ିଶା ଆସନ୍ତା ୧୨ରେ ଖୋଲିବ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ Feb 8, 2022 ଭୁବନେଶ୍ୱର: ଫେବୃଆରୀ ୦୮: ଆସନ୍ତା ୧୨ ତାରିଖରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ହିନ୍ଦୁ ମନ୍ଦିର ସମେତ ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାରା ଆଦି ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି । କୋଭିଡ୍ କଟକଣା ମଧ୍ୟରେ ଏହିପରି…