ରେଢ଼ାଖୋଲ ପୋଲିସ୍ର ବଡ଼ ସଫଳତା:ଲୁଟ ୯୩୧ କାଟୁନ୍ ବିଦେଶୀ ମଦ ଉଦ୍ଧାର, ୩ ଗିରଫ
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ମୋଚିବାହାଳରୁ ଚୋରି ହୋଇଥିବା ୯୩୧ କାଟୁନ୍ ବିଦେଶୀ ମଦ ସହ ପୋଲିସ୍ ଏଥିରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିଛି । ଲୁଟରେ ବ୍ୟବହାର ହୋଇଥିବା ଏକ ଡିଜାୟାର ଗାଡିକୁ ଜବତ…