ମନୋରଞ୍ଜନ ତାପସୀଙ୍କ ସହ କାମ କରିବାକୁ ମନା କରୁଛନ୍ତି ଏ-ଲିଷ୍ଟ ହିରୋ Nov 6, 2021 ମୁମ୍ବାଇ: ବଲିଉଡ୍ର ଜଣେ ଆଗଧାଡ଼ିର ନାୟିକା ହେଉଛନ୍ତି ତାପସୀ ପନ୍ନୁ । ବୈଜ୍ଞାନିକ, ଓକିଲ, ହକି ଖେଳାଳି, ସୁଟର୍ ପରି ଅନେକ ଶକ୍ତିଶାଳୀ ଚରିତ୍ରକୁ ପରଦାରେ ଚମତ୍କାର ଢଙ୍ଗରେ ନିଜକୁ ପ୍ରଦର୍ଶିତ କରିପାରିଛନ୍ତି । ତାଙ୍କ…