ଆସନ୍ତା କାଲିଠାରୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍ ଏବଂ ଆରମ୍ଭ ହେବ ରୋପ୍ େୱ
ଭୁବନେଶ୍ୱର : ଅକ୍ଟୋବର ୦୭: ପ୍ରାୟ ୭ ବର୍ଷ ପରେ ନନ୍ଦନକାନନର ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍ । ଇଞ୍ଜିନ ଓ ଟ୍ରାକ୍ ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ିଯିବାରୁ ୨୦୧୪ ପରଠାରୁ ଏହି ସଫାରୀ ବନ୍ଦ ପଡ଼ିଥିଲା । ଆସନ୍ତା କାଲିଠାରୁ…