ଖେଳ ରଣଜୀ ଟ୍ରଫି: ସେମିରେ ମୁମ୍ବାଇ, ମଧ୍ୟପ୍ରଦେଶ Jun 10, 2022 ଆଲୁର : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ର ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ମୁମ୍ବାଇ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବେଙ୍ଗଲ ଇନିଂସ୍…