ଓଡ଼ିଶା ୪ ବରିଷ୍ଠ ଓକିଲଙ୍କୁ ହାଇକୋର୍ଟର ବିଚାରପିତ ଭାବେ ପଦୋନ୍ନତି Jan 31, 2022 କଟକ: ଜାନୁଆରୀ ୩୧ : ୪ ଜଣ ବରିଷ୍ଠ ଓକିଲଙ୍କୁ ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି । ଉକ୍ତ ପ୍ରସ୍ତାବ ସୁପ୍ରିମ୍ କୋର୍ଟ କଲିଜିୟମ୍ ତରଫରୁ ଅନୁମୋଦନ କରାଯାଇଛି । ସେହି ବରିଷ୍ଠ ଓକିଲମାନେ ହେଲେ,…