ମନୋରଞ୍ଜନ ଅଲଗା ହେଲେ ରିତେସ-ରାକ୍ଷୀ Feb 16, 2022 ମୁମ୍ବାଇ: ଫେବୃଆରୀ ୧୬: ମଙ୍ଗଳବାର ରାକ୍ଷୀ ସାୱନ୍ତ ପାପାରାଜିଙ୍କ ଦ୍ୱାରା ହୋଇଥିବା ସାକ୍ଷାତକାରରେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲେ। ଅଭିନେତ୍ରୀ କହିଛନ୍ତି ଯେ ସେ ରିତେସଙ୍କ ଠାରୁ ଅଲଗା ହେବା ପରେ ମଧ୍ୟ ରିତେସଙ୍କୁ…