Browsing Tag

Rakhi Purnima

ପୁର ପଲ୍ଲିରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣମୀ ପର୍ବ

ପୁରୀ:ଅଗଷ୍ଟ ୪:(ସବ୍ୟୁ): ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ଦର ପର୍ବ ରାକ୍ଷୀ ପୂର୍ଣ୍ଣମୀ ଶ୍ରୀକ୍ଷେତ୍ର ସମେତ ସମଗ୍ର ପୁରୀ ଜିଲ୍ଲାର ପୁରପଲ୍ଲିରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀମନ୍ଦିର ସମେତ ବିଭିନ୍ନ ମନ୍ଦିର, ମଠ ଓ…

ସୋମବାର ରାକ୍ଷୀ ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ଭୁବନେଶ୍ୱର : ଅଗଷ୍ଟ ୦୨:ସୋମବାର ରାକ୍ଷୀ ପୂର୍ଣ୍ଣିମା । ଖାଲି ମଣିଷ ନୁହଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ,…