ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ରରେ ୩ଟି ଓ ହରିୟାଣାରେ ୨ଟି ଆସନ ହାସଲ କଲା ବିଜେପି
ଦିଲ୍ଲୀ : ଜୁନ୍ ୧୧: ରାଜ୍ୟସଭା ନିର୍ବାଚନରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି । ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ୬ଟି ଆସନରୁ ବିଜେପି ୩ଟିରେ ହାସଲ କରିଛି । ବିଜେପିର ବିଜୟୀ ପ୍ରାର୍ଥୀମାନେ ହେଲେ…