ମୁକ୍ତି ପାଇଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ଖୁସିରେ ମାଆଙ୍କୁ ଖୁଆଇଲେ ମିଠା
ଦିଲ୍ଲୀ: ମେ ୧୯: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏଜି ପେରାରିବଲନଙ୍କୁ ଆଜି ମୁକ୍ତି ମିଳିଛି । ଦୀର୍ଘ ୩୧ ବର୍ଷ ଜେଲରେ ରହିବାପରେ ଆଜି ସେ ଖୋଲା ଆକାଶ ତଳେ ନିଜ…