ଅପରାଧ ରାଜସ୍ଥାନରେ ୧୪୪ ଧାରା ଜାରି Jun 29, 2022 ରାଜସ୍ଥାନ: ଜୁନ ୨୯: ରାଜସ୍ଥାନରେ ଲାଗୁ ହେଲା ୧୪୪ ଧାରା । ରାଜସ୍ଥାନ ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ଏକ ମାସ…