ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେ ଝିଅ: କହିଲେ, ବାପା ନଜିତିବା ଯାଏଁ ମୁଁ ବିବାହ କରିବିନି
ଅମୃତସର : ଫେବୃଆରୀ ୧୧: ପଞ୍ଜାବ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତେ ଜୋର୍ଦାର ହୋଇଚାଲୁଛି । ଏହିପରିପ୍ରେକ୍ଷୀରେ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନବଜ୍ୟୋତ ସିଂହ ସିନ୍ଧୁଙ୍କ ପ୍ରଚାର…