Browsing Tag

Queen Elizabeth II

ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ୬ଟି ଦେଶକୁ ନିମନ୍ତ୍ରଣ ନାହିଁ

ଲଣ୍ଡନ: ସେପ୍‌ଟେମ୍ବର ୧୯ରେ ବ୍ରିଟେନକୁ ସର୍ବାଧିକ ସମୟ ଧରି ଶାସନ କରିଥିବା ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କରାଯିବ । ୧୯୬୫ରେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ରାଜକୀୟ…

ମହାରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ଜୋରଦାର ପ୍ରସ୍ତୁତି, ରୟାଲ ପ୍ରୋଟୋକଲରେ ଆସିବେ ଅତିଥି

ଲଣ୍ଡନ : ବିଟ୍ରେନର ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ମହାରାଣୀଙ୍କ ଶେଷ ଯାତ୍ରାରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବଡ଼ କଥା ହେଉଛି ବ୍ରିଟେନ ସମେତ…

ବଦଳିବ ବ୍ରିଟେନ ମୁଦ୍ରା: ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସ୍ଥାନରେ ରହିବ ତୃତୀୟ ଚାର୍ଲସଙ୍କ ଚିତ୍ର

ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁପରେ ବ୍ରିଟେନର ଜନଜୀବନରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛ । କାରଣ ରାଣୀ ବ୍ରିଟେନର ଆଳଙ୍କାରିକ ମୁଖ୍ୟ ହେଲେ ମଧ୍ୟ ଲୋକମାନଙ୍କ ଜୀବନ ସହିତ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିଲେ ।…

ମହାରାଣୀ ପିଇଥିବା ଚା ପ୍ୟାକେଟ ୯ ଲକ୍ଷରେ ନିଲାମ

ଲଣ୍ଡନ: ବ୍ରିଟେନ ମହାରାଣୀ ମୃତ୍ୟୁ ପରେ ବର୍ତ୍ତମାନ ମହାରାଣୀ ବ୍ୟବହାର କରିଥିବା କିଛି ଦୁର୍ମୁଲ୍ୟ ସାମଗ୍ରୀକୁ ଏବେ ଅନଲାଇନ େୱବସାଇଟ ମାଧ୍ୟମରେ ବିକ୍ରି କରାଯିବାର ଦେଖିବାକୁ ମିଳିଛି । ବଡ କଥା ଯେ ଏବେ ଅନଲାଇନ ପୋର୍ଟାଲରେ…

ଇତିହାସର ସବୁଠୁ ମହଙ୍ଗା ଛାଡପତ୍ର !

ଦୁବ।ଇ: ଡିସେମ୍ବର ୨୨: ଦୁବ।ଇ ର।ଜ। ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ ମକତୁମ ତାଙ୍କ ପତ୍ନୀ ତଥ। ଦୁବ।ଇର ର।ଣୀ ହୟ। ବିନ୍ତ ଅଲ ହୁସୈନଙ୍କୁ ୫୫୦୦ କୋଟି ଟଙ୍କ। ଦେଇ ଛ।ଡପତ୍ର ନେଇଛନ୍ତି । ଏହ। ବ୍ରିଟେନ୍ ଇତିହ।ସରେ ସବୁଠୁ ଦ।ମୀ…