ମନୋରଞ୍ଜନ ‘କେଜିଏଫ୍’କୁ ପଛରେ ପକାଇଲା ପୁଷ୍ପା Dec 31, 2021 ଫିଲ୍ମ ‘ପୁଷ୍ପା: ଦ ରାଇଜ୍ ’ ବକ୍ସ ଅଫିସରେ ରେକର୍ଡ କରିବାରେ ଲାଗିଛି । ସାଉଥ ସୁପରଷ୍ଟାର ଅଲ୍ଲì ଅର୍ଜୁନଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହେବା ସହ ଦକ୍ଷିଣଠାରୁ ଆରମ୍ଭ କରି ଉତ୍ତର ଭାରତୀୟ ସିନେପ୍ରେମୀଙ୍କ ମନରେ…