Browsing Tag

puri jagarnath temple

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ଜୁନ ୦୪: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଓ ବ୍ରଜରାଜନଗର ଉପନିର୍ବାଚନ…

ଥମୁନି ପୁରୀ ପରିକ୍ରମା ପ୍ରକଳ୍ପ ବିବାଦ

ପୁରୀ ଏମାର ମଠର ଖନନ ସ୍ଥାନରେ ଚାଲିଛି ସର୍ଭେ । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‌ ଜରିଆରେ ଏହି ସର୍ଭେ କରାଯାଉଛି । ତିନୋଟି ମେସିନ୍‌ ବ୍ୟବହାର କରି ୫ ଜଣ ଇଂଜିନିୟର ଓ ୮ ଜଣ କର୍ମଚାରୀ ସର୍ଭେ କର୍ଯ୍ୟରେ…

ଏମାରମଠ ପରିସରରୁ ବାହାରିଲା ପୁରାତନ ସିଂଘ ମୂର୍ତ୍ତି

ପୁରୀ: ମଇ ୧୬: ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ମାଟି ଖନନ ବେଳେ ବାହାରିଲା ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି । ତେବେ ଏହି ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର…

ରଥଯାତ୍ରା ପାଇଁ ଆଜି ବସୁଛି ସମନ୍ୱୟ ବୈଠକ

ପୁରୀ: ମଇ ୦୫: ରଥ ପାଇଁ ବସୁଛି ପ୍ରଥମ ସମନ୍ୱୟ ବୈଠକ । ସାମିଲ ହେବେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ। କୋଭିଡ ସ୍ଥିତି ଅନୁସାରେ ଚଳିତବର୍ଷ ରଥଯାତ୍ରାରେ ଭକ୍ତ ସାମିଲ ହେବେ କି ନାହିଁ ସେ ନେଇ ହେବ ନିଷ୍ପତ୍ତି। ସେହିପରି…

ଶ୍ରୀମନ୍ଦିର ରୋଷଘର ଭଙ୍ଗା ଘଟଣା: ଧରାପଡିଲା ଅଭିଯୁକ୍ତ

ପୁରୀ: ଅପ୍ରେଲ୍‌ ୦୬: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା। ୩ ଦିନ ମଧ୍ୟରେ ଅପରାଧୀକୁ ଧରିଛି ପୋଲିସ୍‌ । ସିସିଟିଭିରୁ ପରିଚୟ ପାଇ ଜିଲ୍ଲା ବାହାରୁ ଧରାହେଲା ଦୁର୍ବୃତ୍ତ। ଅଭିଯୁକ୍ତଙ୍କୁ କାବୁ କରିବା ପରେ ଟୁଇଟ୍…

ଶ୍ରୀମନ୍ଦିରରେ ଦୁର୍ବୃତ୍ତ ଭାଙ୍ଗିଲା ରୋଷଚୁଲା

ପୁରୀ: ଅପ୍ରେଲ୦୫: ଶ୍ରୀମନ୍ଦିରରେ ଭାଙ୍ଗିଲା ରୋଷଚୁଲା। ଘଟଣାରେ ସୁରକ୍ଷାରେ ନିୟୋଜିତ ଜେଟିପିଙ୍କୁ ପଚରାଉଚରା କରୁଛି ପୋଲିସ । ଏଥିରେ ୪ ଜଣ ଜେଟିପିଙ୍କୁ ନୋଟିସ କରାଯାଇଛି ।କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ…

ଶ୍ରୀମନ୍ଦିର ପୁରୀରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ପୁରୀ: ମାର୍ଚ୍ଚ ୨୯: ପୁରୀ ଜଗର୍ନ୍ନାଥ ମନ୍ଦିରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୁରୀ ମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଦର୍ଶନ ପରେ ସେ ଅପାର ଆନନ୍ଦିତ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ମାର୍ଚ୍ଚ ୦୯: ଆଜି ପବିତ୍ର ଫାଲଗୁନ ଶୁକ୍ଳ ସପ୍ତମୀ ତିଥି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ସାଧାରଣ ଲୋକେ । ଏହି ବନକଲାଗି ବା…

ଦୁଇ ଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ

ପୁରୀ: ଫେବୃଆରୀ ୧୯: ଆଜି ଦୁଇ ଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ। କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ୩.୨୫ରେ ପୁରୀ ରାଜଭବନକୁ ଯିବାର…