ଓଡ଼ିଶା ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ Jul 12, 2022 ପୁରୀ: ଜୁଲାଇ ୧୨: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ନବଦିନାତ୍ମକ ଯାତ୍ରା ସାରି ନିଜ କର୍ମ ଭୂମିକୁ ଫେରିବେ ତୁର୍ଦ୍ଧାମୂରତି । ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ…