ଜୀବନଚର୍ଯ୍ୟା ପବ୍ରେ ପାଟି ଖୋଲିବା ମନାପବ୍ରେ ପାଟି ଖୋଲିବା ମନା Jul 16, 2022 ଲଣ୍ଡନରେ ଏକ ଅଜବ ଧରଣର ପବ୍ ରହିଛି ଯାହା ମଧ୍ୟକୁ ଆପଣ ନା ମୋବାଇଲ୍ ଧରି ଯାଇପାରିବେ ନା କୌଣସି ଇଲେକେଫ୍ରାନିକ ଟାବଲେଟସ୍ ବ୍ୟବହାର କରିପାରିବେ । କେବଳ ଏତିକି ନୁହେଁ ଏହା ମଧ୍ୟକୁ ଅତି ଛୋଟ ଶିଶୁଙ୍କୁ ମଧ୍ୟ ଅନୁମତି…