ମନୋରଞ୍ଜନ ୟୁକ୍ରେନ ଶରଣାର୍ଥୀଙ୍କୁ ଭେଟି ଭାବପ୍ରବଣ ହେଲେ ପ୍ରିୟଙ୍କା Aug 2, 2022 ଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୋଲାଣ୍ଡରେ ୟୁକ୍ରେନର ଶରଣାର୍ଥୀଙ୍କୁ ଭେଟିଛନ୍ତି । ୟୁନିସେଫ୍ ଦ୍ୱାରା ସଞ୍ଚାଳିତ କନଭେନସନ ସେଣ୍ଟରରେ ସେ ଏହି ଶରଣାର୍ଥୀଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ୟୁକ୍ରେନର…