ଦେଶ- ବିଦେଶ ମଦର ଟେରେସାଙ୍କ ଚାରିଟି ଆକାଉଣ୍ଟକୁ ବନ୍ଦ କରିଛି ଭାରତ ସରକାର Dec 28, 2021 କୋଲକାତା:ଡିସେମ୍ବର ୨୮: ମଦର ଟେରେସ।ଙ୍କ ଚ୍ୟ।ରିଟି ଆକାଉଣ୍ଟକୁ ବୈଦେଶିକ ପ।ଣ୍ଠି ପ।ଇବ।କୁ ବ।ରଣ କର।ଯ।ଇଛି । ମଦର ଟେରେସ।ଙ୍କ ମିଶନ।ରୀ ଅଫ୍ ଚ।ରିଟି କହିଛନ୍ତି ଯେ ଏଫସିଆରଏ ଆବେଦନ ନବୀକରଣ ହୋଇନ।ହିଁ । ମଦର ଟେରେସ।ଙ୍କ…
ସ୍ୱାସ୍ଥ ପିଲାଙ୍କ ଭ୍ୟାକ୍ସିନ ଡ୍ରାଇଭକୁ ଏମ୍ସ ବିଶେଷଜ୍ଞଙ୍କ ନା Dec 27, 2021 ଦିଲ୍ଲୀ: ଡିସେମ୍ବର ୨୭: ଦେଶରେ ବଢିଚ।ଲିଛି ଓମିକ୍ରନ ଭୟ । ପୁର। ଦେଶକୁ ସୁରକ୍ଷିତ କରିବ। ଲକ୍ଷ୍ୟରେ ପିଲ।ମ।ନଙ୍କୁ ଟିକ।କରଣ କରିବ।କୁ ଆରମ୍ଭ ହୋଇଛି ଭ୍ୟାକ୍ସିନ୍ ଡ୍ରାଇଭ୍। ଏହି ଅଭିଯ।ନ ଅନ୍ତର୍ଗତ ୧୫ରୁ ୧୮ ବର୍ଷ…
ଦେଶ- ବିଦେଶ ୩ କୃଷି ଆଇନ ପ୍ରତ୍ୟାହାର ନେଇ କ୍ୟାବିନେଟର ମଞ୍ଜୁରୀ Nov 24, 2021 ଦିଲ୍ଲୀ: ନଭେମ୍ବର ୨୪ : କେନ୍ଦ୍ରର ୩ କୃଷି ଆଇନ ପ୍ରତ୍ୟାହାରକୁ କ୍ୟାବିନେଟ ସମର୍ଥନ କରିଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି । ଆଜି କ୍ୟାବିନେଟ…
ମନୋରଞ୍ଜନ କୃଷି ଆଇନ ପ୍ରତ୍ୟାହରକୁ ନେଇ କଙ୍ଗନାଙ୍କ ବୟାନ Nov 19, 2021 ମୁମ୍ବାଇ: ନଭେମ୍ବର ୧୯: ତିନି କୃଷି ଆଇନ ପ୍ରତ୍ୟାହାର ହେବା ପରେ କୃଷକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ପଞ୍ଜାବ ଓ ହରିୟାଣାର କୃଷକ ମିଠା ବାଣ୍ଟି ନିଜର ଖୁସି ଜାହିର କରିଛନ୍ତି । ଏହିପରି ଖୁସିର ମାହୋଲରେ…
ଦେଶ- ବିଦେଶ ଶେଷରେ ପ୍ରତ୍ୟାହାର ହେବ ୩ କୃଷି ଆଇନ Nov 19, 2021 ଦିଲ୍ଲୀ: ନଭେମ୍ବର ୧୯: ଦୀର୍ଘ ଦିନର ବିରୋଧ ପରେ ଆଜି କୃଷକଙ୍କୁ ଏହାର ଫଳ ମିଳଛି । ଦେଶବାସୀଙ୍କୁ ସମ୍ବୋଦନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନକୁ ପ୍ରତ୍ୟାହାରବା ନେଇ ବଡ଼ ଘୋଷଣା କରିଛନ୍ତି । ପ୍ରାୟ ଏକ ବର୍ଷ…
ଦେଶ- ବିଦେଶ ମନ୍ଦ ଲୋକଙ୍କ ପାଖକୁ କ୍ରିପ୍ଟୋକରେନ୍ସି ନଯାଉ: ମୋଦି Nov 18, 2021 ଦିଲ୍ଲୀ: ନଭେମ୍ବର ୧୮: ସାରା ବିଶ୍ୱରେ ଏବେ କ୍ରିପ୍ଟୋକରେନ୍ସି ବା ଅଦୃଶ୍ୟ ମୁଦ୍ରାର କାରବାର ବୃଦ୍ଧି ପାଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି,କ୍ରିପ୍ଟୋକରେନ୍ସିି…
ଦେଶ- ବିଦେଶ କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦି Nov 5, 2021 କେଦାରନାଥ: ନଭେମ୍ବର ୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଦାରନାଥ ମନ୍ଦିର ଦର୍ଶନ ନିମନ୍ତେ ଗ୍ରସ୍ତ କରିଛନ୍ତି । ସେଠାରେ ସେ ପ୍ରଥମେ ମହାଦେବଙ୍କର ରୂଦ୍ରାଭିଷେକ କରିଛନ୍ତି । କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ…
ଦେଶ- ବିଦେଶ ମୋଦିଙ୍କ ‘ମେଡ ଇନ୍ ଇଣ୍ଡିଆ’ ଆହ୍ୱାନ Oct 22, 2021 ଦିଲ୍ଲୀ : ଅକ୍ଟୋବର ୨୨: ଗତକାଲି ଶହେ କୋଟି ଟିକାକରଣ ଲକ୍ଷ୍ୟ ପୂରଣ ହୋଇଥିବା ସକାଶେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଏହି ସଫଳତା ଦେଶବାସୀଙ୍କ ସଫଳତା । ଭାରତର ଏହି ସଫଳତାକୁ…