ଦେଶ- ବିଦେଶ ଜେଲେନ୍ସ୍କିଙ୍କ ସହ ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ Dec 27, 2022 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଟେଲିଫୋନ୍ ଯୋଗେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ଆଲୋଚନା କରଥିବା ଜଣାପଡିଛି । ଏହି ସମୟରେ ଜେଲେନସ୍କି 'ଶାନ୍ତି ସୂତ୍ର' କାର୍ଯ୍ୟକାରୀ କରିବା ପାଇଁ…