ସ୍ଥିତି ସମୀକ୍ଷା ପାଇଁ ଗୁଜରାଟ ଗସ୍ତରେ ପ୍ରଶାନ୍ତ କିଶୋରଙ୍କ ଟିମ୍
ଗାନ୍ଧିନଗର: ଅପ୍ରେଲ ୦୮: ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ସ୍ଥିତି ସମୀକ୍ଷା ପାଇଁ ଗୁଜରାଟ ପହଞ୍ଚିଛନ୍ତି ପ୍ରଶାନ୍ତ କିଶୋରଙ୍କ ଟିମ୍। ତେବେ ପ୍ରଶାନ୍ତ କଂଗ୍ରେସରେ ସାମିଲ ହେବେ କି ନା ଏପର୍ଯ୍ୟନ୍ତ କୌଣସି…