ଦେଶ- ବିଦେଶ ରାଜଧାନୀରେ ଦେଖାଯାଇପାରେ ବିଦୁ୍ୟତ ସଙ୍କଟ: ବିସିଲା ଉଚ୍ଚସ୍ତରୀୟ ବୈଠକ Apr 29, 2022 ନୂଆଦିଲ୍ଲୀ: ଏପ୍ରିଲ ୨୯: କୋଇଲା ସଙ୍କଟ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଆଗକୁ ଘୋର ବିଦୁ୍ୟତ ସଙ୍କଟ ଉପୁଜିପାରେ ବୋଲି ଆଜି ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସତର୍କ କରାଇଛନ୍ତି । ବିଦୁ୍ୟତ କାଟ ଯୋଗୁଁ ଦିଲ୍ଲୀବାସୀ…