ଜିଲ୍ଲା ବଲାଙ୍ଗିର ସଦର ବ୍ଲକ ସମୀକ୍ଷା କଲେ ନରସିଂହ Nov 3, 2021 ବଲାଙ୍ଗିର: ନଭେମ୍ବର ୦୩ : ଗାଁ ଗଣ୍ଡାରେ ବିଧାୟକ ପାଣwି ହେଉ କି ଅନ୍ୟ ଅନୁଦାନ ହେଉ ସେଥିରେ ନିର୍ମାଣଧିନ ଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ଶେଷ କରିବାରେ ବ୍ଲକ ସ୍ତରୀୟ ଅଧିକାରୀମାନେ ତପିରତା ପ୍ରକାଶ କରୁନାହାନ୍ତି । ଅନେକ…