ମୋଦୀ ୟୁକ୍ରେନ-ରୁଷ ମଧ୍ୟରେ ଶାନ୍ତି ସ୍ଥାପନ କରିପାରିବେ: ମେକ୍ସିକୋ ବୈଦେଶିକ ମନ୍ତ୍ରୀ ଓ ରାଷ୍ଟ୍ରପତି
ନୁ୍ୟୟର୍କ : ୟୁକ୍ରେନ ଓ ରୁଷ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଜାତିସଂଘ ଏକ କମିଟି ଗଠନ କରୁ, ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୋପ୍ ଫ୍ରାନ୍ସିସ ଓ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ସଦସ୍ୟ…