Browsing Tag

PM Modi

ଦୁଇ ଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଗୁରୁତ୍ୱପୂର୍ଣ୍ଣ କ ୍ୱାର୍ଡ ବୈଠକରେ ସାମିଲ ହେବାକୁ ଦୁଇଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନ ଗସ୍ତ କରି ଟୋକିଓରେ ପହଞ୍ଚିଛନ୍ତି ପିଏମ୍‌ ମୋଦି । ସେଠାରେ ପ୍ରବାସୀ ଭାରତୀୟମାନେ…

ଜାମନଗରରେ ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ

ଗୁଜରାଟ: ଅପ୍ରେଲ ୨୦: ଗୁଜରାଟ ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଯେ, କରୋନା କାଳରେ ଲୋକଙ୍କୁ ସହାୟକ ହୋଇଛି…

ପିଲାମନଙ୍କୁ ମୋଦିଙ୍କ ଟିପସ୍‌

ନୂଆଦିଲ୍ଲୀ: ଅପ୍ରେଲ ୦୧: ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ଟିପ୍ସ ଦେଇଛନ୍ତି ମୋଦି । ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହୋଇଯାଇଛି । ମୋଦି ଦିଲ୍ଲୀର…

ପରଲୋକରେ ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନି

ନୂଆଦିଲ୍ଲୀ: ଜାନୁଆରୀ ୨୭: ପଦ୍ମଶ୍ରୀ ପୁରସ୍କ।ର ପ୍ରାପ୍ତ ତଥ। ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନ। ସ।ଲଭିନିଙ୍କ ପରଲୋକ। ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲେନ। ସ।ଲଭିନିଙ୍କୁ ଶ୍ରଦ୍ଧ।ଞ୍ଜଳୀର ଟ୍ୱିଟ୍‌ ଦେଇ ଦୁଃଖ…

ବିଭିନ୍ନ ସଂସ୍କତିରେ ସମୃଦ୍ଧ ଭାରତ

ନୂଆଦିଲ୍ଲୀ: ଜାନୁଆରୀ ୧୪: ଆମ ଦେଶ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଏଠାରେ ବାର ମାସରେ ୧୩ ପର୍ବ ପାଳନ କରାଯାଏ। ଜାତି, ଧର୍ମ, ବର୍ନ ନିର୍ବିଶେଷରେ ସମସ୍ତେ ଏକ ପରିବାର ହୋଇ ଅପରର ପୂଜା ପାର୍ବଣକୁ ବେଶ୍‌ ଧୁମ ଧାମରେ…

କୋଲକ।ତ।ର ସିଏନସିର ଦ୍ୱିତୀୟ କ୍ୟ।ମ୍ପସକୁ ଉଦଘ।ଟନ କରିବେ ମୋଦୀ

କୋଲକାତା: ଜାନୁଆରୀ ୦୭: ପଶ୍ଚିମବଙ୍ଗରେ ୫୩୦ କୋଟିରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଚିତ୍ତରଂଜନ ଜ।ତୀୟ କର୍କଟ ପ୍ରତିଷ୍ଠାନକୁ ଭିଡିଓ କନଫରେନ୍ସିଂରେ ଉଦ୍ଧାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ସମ୍ପର୍କରେ ଟୁଇଟ…

୨୦ ମିନିଟ ଅଟକିଲା ମୋଦିଙ୍କ ଗାଡି

ପଞ୍ଜାବ:ଜାନୁଆରୀ ୦୫: ସୁରକ୍ଷ। ଅଭ।ବରୁ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜ।ବର ଫେରୋଜପୁରରେ ର।ଲିକୁ ଛ।ଡିଛନ୍ତି ବୋଲି ଗୃହ ମନ୍ତ୍ରଣ।ଳୟର ଏକ ବିବୃତ୍ତିରେ କୁହ।ଯ।ଇଛି। “ହୁସେନ।ୱ।ଲ।ସ୍ଥିତ ନ୍ୟ।ସନ।ଲ ଶହୀଦ…

୭୭ ମନ୍ତ୍ରୀଙ୍କୁ ନେଇ ନୂଆ ଦଳ କଲେ ମୋଦି

ଦିଲ୍ଲୀ : ନଭେମ୍ବର ୧୫: ଶାସନ ବ୍ୟବସ୍ଥାକୁ ଦୃଢ଼ ଏବଂ ଶକ୍ତିଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ମନ୍ତ୍ରୀମଣ୍ଡଳର ସମସ୍ତ ୭୭ ମନ୍ତ୍ରୀଙ୍କୁ ନେଇ ୮ଟି ଦଳ ଗଠନ କରିଛନ୍ତି । ମନ୍ତ୍ରୀ…

ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ହତ୍ୟା ଧମକ

କୋଲକାତା: ଅକ୍‌ଟୋବର ୨୭: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଲପନ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦିଅଯାଇଛି । ଏନେଇ ତାଙ୍କ ପତ୍ନୀ ସୋନାଲିଚକ୍ରବର୍ତ୍ତୀଙ୍କ ପାଖକୁ ଏକ ଚିଠି ଆସିଛି…

ଦିଲ୍ଲୀର ପ୍ରଗତି ମଇଦାନରେ ହେବ ଜି-୨୦ ବିଶ୍ୱ ସମ୍ମିଳନୀ

ଦିଲ୍ଲୀ: ଅକ୍‌ଟୋବର ୧୩: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀଠାରେ ପ୍ରଗତି ମଇଦାନର ନୂଆ ପ୍ରଦର୍ଶନୀ କମ୍ଲେକ୍ସକୁ ଉଦଘାଟନ କରିଛନ୍ତି । ଆସନ୍ତା ୨୦୨୩ରେ ଏହି ମଇଦାନରେ ଜି-୨୦ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହେବ ।…