ବିଶ୍ବ ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନଙ୍କ ଉତ୍ସବ Aug 31, 2021 ଦିଲ୍ଲୀ: ଅଗଷ୍ଟ ୩୧: ଆଫଗାନିସ୍ତାନରେ ୨୦ ବର୍ଷ ଧରି ଲୋକଙ୍କୁ ସୁରକ୍ଷା ଦେଇ ଆସୁଥିବା ଆମେରିକା ସୈନ୍ୟ ନିଜ ଦେଶକୁ ଗଲା ପରେ ତାଲିବାନ ଉତ୍ସବ ମୁଖରିତ ହୋଇଉଠିଛି । ସେମାନେ ବ୍ଲଙ୍କ୍ ଫାୟାରିଂ କରି ଉତ୍ସବ ମନାଇବା ସହିତ ବାଣ…