ଜୀବନଚର୍ଯ୍ୟା ପାଳଙ୍ଗ ଓ ମୂଳା ପତ୍ର ପରଟା Sep 11, 2021 ସାମଗ୍ରୀ - ୨କପ୍ ଅଟା, ୨କପ୍ କଟାହୋଇଥିବା ପାଳଙ୍ଗ ଶାଗ, ଏକ କପ୍ କଟାହୋଇଥିବା ମୂଳା ପତ୍ର, ଏକ ଚାମଚ ଭଜା ଜିରା ଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଅଳ୍ପ ପରିମାଣ ଗରମ ମସଲା, ଲୁଣ ସ୍ୱାଦ ଅନୁସାରେ । ପ୍ରଣାଳୀ - ପ୍ରଥମେ…