ଆଇସିସି ଟି-୨୦ ବିଶ୍ୱକପ୍ : ୧୦ରେ ଭାରତ-ଇଂଲଣ୍ଡ ସେମିଫାଇନାଲ, ନୁ୍ୟଜିଲାଣ୍ଡକୁ ଭେଟିବ ପାକିସ୍ତାନ
ମେଲବୋର୍ଣ୍ଣ : ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଗ୍ରୁପ-୧ରୁ ନୁ୍ୟଜିଲାଣ୍ଡ ଓ ଇଂଲଣ୍ଡ ତଥା ଗ୍ରୁପ-୨ରୁ ଭାରତ ଓ ପାକିସ୍ତାନ ଚୂଡାନ୍ତ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଆଗାମୀ ୯…