Browsing Tag

OTT platform

ପୁରା ହେଲା ଶିଳ୍ପାଙ୍କ ପୁଅର ଇଚ୍ଛା

ମୁମ୍ବାଇ: ଜୁନ ୨୨: ସିଲଭର ସ୍କ୍ରିନ୍‌ ପରେ ଏବେ ଓଟିଟିରେ ଧମାଲ୍‌ କରିବାକୁ ପ୍ରସ୍ତୁତ ଶିଳ୍ପା ଶେଟ୍ଟୀ । ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ଇଣ୍ଡିଆନ୍‌ ପୋଲିସ ଫୋର୍ସରେ ସେ ତାଙ୍କର ଡିଜିଟାଲ୍‌ କ୍ୟାରିୟର ଆରମ୍ଭ…

ରିଲିଜ ହେଲା ଆଶ୍ରମ ୪ର ଟିଜର

ନୂଆଦିଲ୍ଲୀ: ଜୁନ ୦୪: ଆଶ୍ରମର ସିଜନ-୩ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସିଜିନ୍‌-୪ର ଟିଜର ଗତକାଲି ରିଲିଜ୍‌ ହୋଇଛି । ଏହି େୱବ୍‌ ସିରିଜରେ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରିଥିବା…

ବକ୍ସ ଅଫିସ ପେର ଏବେ ଓଟିଟିରେ ଧମାଲ କରିବ କେଜିଏଫ୍‌-୨

ନୂଆଦିଲ୍ଲୀ: ମଇ୦୭: ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ -୨ ଦେଶ ତଥା ଦେଶ ବାହାରେ ବହୁତ ବଡ ସଫଳତା ହାସଲ କରିଛି । ଏହି ଚଳଚ୍ଚିତ୍ର ବର୍ତ୍ତମାନ ସମସ୍ତ ହିଟ୍ ଫିଲ୍ମକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ ଏହାର ଓଟିଟି ରାଇଟସ୍…

ପ୍ରଥମ ନାରୀକେନ୍ଦ୍ରିକ ଓଟିଟି

ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଭାଇ କର୍ଣ୍ଣେସ ଶର୍ମାଙ୍କ ସହ ମିଶି ଓଟିଟି ପାଇଁ ଏକ ନୂଆ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ଅନୁଷ୍କା ଏବଂ କର୍ଣ୍ଣେସ୍‌ ଉଭୟ ଭାଇଭଉଣୀ ନିଜ ପ୍ରଡକ୍ସନ କମ୍ପାନୀ କ୍ଲିନ୍‌…

‘ଲକ୍‌ ଅପ୍‌’ ହୋଷ୍ଟ କରିବେ କଙ୍ଗନା

ମୁମ୍ବାଇ: ଟେଲିଭିଜନ କୁଇନ ଏକତା କପୁର ଖୁବଶୀଘ୍ର ନିଜର ନୂଆ ରିୟାଲିଟି ଶୋ ‘ଲକ୍‌ ଅପ୍‌’ ନେଇ ଆସୁଛନ୍ତି । ଏହାକୁ ହୋଷ୍ଟ୍‌ କରିବାକୁ ଯାଉଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ । ଏହି ଶୋ’ର ଖାସ୍‌ କଥା ହେଉଛି, ଏହା ଅନ୍ୟ…

ଓଟିଟିରେ ମୁକ୍ତିଲାଭ କଲା ଫିଲ୍ମ ପୁଷ୍ପା

ନୂଆଦିଲ୍ଲୀ : ଜାନୁଆରୀ ୧୪: ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପ। ଦି ର।ଇଜ୍ ଆମ।ଜନ ପ୍ର।ଇମ ଭିଡିଓରେ ମୁକ୍ତିଲ।ଭ କରିଛି । ଏହି ପିଲ୍ମଟି ଜ।ନୁଆରୀ ୭ରେ ତେଲୁଗୁ, ତ।ମିଲ, ମ।ଲ।ୟ।ଲମ୍ ଏବଂ କନ୍ନଡ ଭ।ଷ।ରେ ଓଟିଟି…

ଓଟିଟି ଡେବୁ୍ୟ ପାଇଁ ପ୍ରସ୍ତୁତ ଷ୍ଟାର

ଆଜିକାଲି ଡିଜିଟାଲ ପ୍ଲାଟଫର୍ମ ସାଧାରଣ ଜନତାଙ୍କ ମନୋରଞ୍ଜନର ସାଧନ ପାଲଟିଛି । ଏଥିପାଇଁ ସିନେ ଦୁନିଆର ବିଗ୍‌ ଷ୍ଟାର ଓଟିଟି ଜରିଆରେ ନିଜ ଫିଲ୍ମକୁ ରିଲିଜ୍‌ କରି ଦର୍ଶକଙ୍କ ନିକଟତର ରହିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ…

ଓଟିଟି ପ୍ଲାଟଫର୍ମରେ ଲାରାଙ୍କ ନୂଆ ସିରିଜ୍‌

ମୁମ୍ବାଇ: ଗତ କିଛି ଦିନ ଧରି ଅଭିନେତ୍ରୀ ଲାରା ଦତ୍ତା ଡେଟିଂ ଆପ୍‌ରେ ତାଙ୍କର ଫେକ୍‌ ପ୍ରୋଫାଇଲକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ଏକ ଭିଡିଓ ସେୟାର କରି ଏହା ଉପରେ ସଫେଇ ମଧ୍ୟ ଦେଇଛନ୍ତି । ଏହାରି ମଧ୍ୟରେ…

ଓଟିଟିରୁ ମୁହଁ ଫେରାଇଲେ ନୱାଜ

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଇଣ୍ଡଷ୍ଟ୍ରୀର ନାମୀଦାମୀ ଷ୍ଟାରମାନେ ଓଟିଟି ପ୍ଲାଟଫର୍ମରେ କାମ କରୁଛନ୍ତି । କୌଣସି ନା କୌଣସି ପ୍ରୋଜେକଫ ସହ ସମ୍ପୃକ୍ତ ହୋଇଛନ୍ତି, ନଚେତ୍‌ ଆଗାମୀ ଦିନରେ ଓଟିଟିରେ ନଜର ଆସିବାକୁ ଯାଉଛନ୍ତି ।…

ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିଲା: ୧୫୦୦ ପୃଷ୍ଟାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ: ସେପ୍‌ଟେମ୍ବର ୧୪ : ଦିନକୁ ଦିନ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପୋନୋଗ୍ରାଫି ମାମଲାରେ କାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ନାମରେ ୧୫୦୦ ପୃଷ୍ଟା ସମ୍ବଳିତ ଏକ ଚାର୍ଜସିଟ୍‌ କୋର୍ଟରେ…