ଜୀବନଚର୍ଯ୍ୟା ଓପନ୍ କଫ୍ ନେକଲେସ୍ ଫ୍ୟାଶନ Jun 8, 2022 ଓପନ୍ କଫ୍, ଫ୍ରଣ୍ଟ୍ ଓପନ୍ ଏବଂ ଓପନ୍ କଲର୍ ଚୋକର୍ କିମ୍ବା ନେକଲେସ୍କୁ ଆପଣ ତିନୋଟି ନାମରେ ଜାଣନ୍ତି । ଓପନ୍ ନେକଲେସ୍ର ଟ୍ରେଣ୍ଡ୍ ୨୦୧୯ ପରେ ପୁଣି ଥରେ ଫ୍ୟାଶନ ଦୁନିଆକୁ ଫେରିଛି । ଏହି ନେକଲେସ୍ ବେକର…