ଜିଲ୍ଲା ଏସିବିରେ ଆରମ୍ଭ ହେଲା ଅନଲାଇନ୍ ଟିକେଟ୍ ବୁକିଂ ସେବା May 9, 2022 କଟକ: ମଇ ୦୯: ଏସିବିରେ ଆସିଲା ନୂଆ ସୁବିଧା । ଏଥର କଟକ ବଡ଼ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାର ଟେନସନରୁ ମିଳିବ ନିସ୍ତାର । ଏସିବି ମେଡ଼ିକାଲରେ ଆରମ୍ଭ ହୋଇଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା ।…