ରବିବାର ଠାରୁ ଅନଲାଇନରେ ମିଳିବ ମଦ; ହୋମ ଡେଲିଭରି ଓ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ
Reported by Samir Kar
ଭୁବନେଶ୍ୱର: ମେ ୨୩: ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତା କାଲି ଠାରୁ ଅର୍ଥାତ ମେ ୨୪ ତାରିଖରୁ ଅନ୍ଲାଇନରେ ମିଳିବ ମଦ । ଆସନ୍ତାକାଲି ଠାରୁ ମଦର ହୋମ୍ ଡେଲିଭରିକୁ ଅନୁମତି…