୨୪ ଘଣ୍ଟାରେ ଦେଶରେ ୭,୪୯୫ କରୋନା ସଂକ୍ରମିତ ଏବଂ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୩୬
ଦିଲ୍ଲୀ: ଡିସେମ୍ବର ୨୩ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭, ୪୯୫ ରହିଛି । ୨୪ ଘଣ୍ଟା ମଧ୍ୟରେ ୬, ୯୬୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୪୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ…