ରାଶିଫଳ କାହିଁକି ବୋଲ୍ ବମ୍ ଜପ କରାଯାଏ ? Jul 17, 2022 ବମ୍ ଶବ୍ଦ ହେଉଛି ବ୍ରହ୍ମା, ବିଷ୍ଣୁ, ମହେଶ ଏହି ତ୍ରିଦେବଙ୍କ ସଂକ୍ଷିପ୍ତ ନାମ । ଯାତ୍ରା ସମୟରେ ବମ୍ ବମ୍ ଭୋଲେ କିମ୍ବା ବୋଲ୍ ବମ୍ ଜପ କରିବା ଦ୍ୱାରା ଏହା ଭକ୍ତଙ୍କ ମଧ୍ୟରେ ସାହାସ ଓ ଶକ୍ତି ସଂଚାର କରିଥାଏ । ସ୍କନ୍ଦ…