ବାଣିଜ୍ୟ ଆଗକୁ କମିପାରେ ତେଲ ଦର Apr 16, 2022 ନୂଆଦିଲ୍ଲୀ: ଅପ୍ରେଲ ୧୫: ଆଗାମୀ କିଛି ଦିନରେ ଶସ୍ତା ହୋଇପାରେ ଖାଇବା ତେଲ। ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ସୂତ୍ର ଅନୁସାରେ ଖାଇବା ତେଲ ଉପରେ ଲାଗୁ ହେଉଥିବା ଦୁଇଟି ସେସରେ…