କପିରାଇଟ ଉଲ୍ଲଙ୍ଘନ ମାମଲା : ଭାରତ ଯୋଡ ଯାତ୍ରା ଟ୍ୱିଟର ହ୍ୟାଣ୍ଡେଲ ଉପରେ ରୋକ ଲଗାଇଲେ କୋର୍ଟ
ନୂଆଦିଲ୍ଲୀ : ବେଙ୍ଗାଲୁରୁର ଏକ କୋର୍ଟ ମ୍ୟୁଜିକ୍ କପିରାଇଟ୍ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ପରେ କଂଗ୍ରେସର 'ଭାରତ ଯୋଡା ଯାତ୍ରା' ଟ୍ୱିଟର ହ୍ୟାଣ୍ଡେଲ ଅସ୍ଥାୟୀ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ବିରୋଧରେ…