ଓଡ଼ିଶା ଦୀର୍ଘ ମାସ ବନ୍ଦ ପରେ ଆଜି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ Nov 1, 2022 ବାରିପଦା : ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲାଯାଇଛି । ପାଣିପାଗ ଖରାପ ସକାଶେ ଦୀର୍ଘ ୪ ମାସ ଧରି ବନ୍ଦ ରହିବା ପରେ ଆଜି ଶିମିଳିପାଳ ଖୋଲାଯାଉଥିବାରୁ…
ଜିଲ୍ଲା ଦୃଷ୍ଟି ଆଢ଼ୁଆଳରେ ଲଇକେରାର ‘ବାବାଡେରା ଗୁମ୍ଫା’ Oct 11, 2022 ଲଇକେରା/ଝାରସୁଗୁଡ଼ା : ଦେଶ ବିଦେଶର ଅନେକ ଏପରି ସ୍ଥାନ ରହିଛି ଯେଉଁଠାରେ ପ୍ରାକୃତିକ ବିଭବକୁ ଛାଡ଼ି ଆଉ କିଛି ନାହିଁ । ମାତ୍ର ସେହି ସ୍ଥାନ ପର୍ଯ୍ୟଟନରେ ଶୀର୍ଷରେ ପହଞ୍ଚି ପାରିଛି । ଉତ୍ତରାଞ୍ଚଳ ରାଜ୍ୟରେ ପାହାଡ଼, ଜଙ୍ଗଲକୁ…
ଓଡ଼ିଶା ଓଡ଼ିଶାର ଶକ୍ତିପୀଠ Oct 1, 2022 ହିନ୍ଦୁ ଧର୍ମରେ ଶକ୍ତି ଉପାସନା ବେଶ୍ ପୁରାତନ । ଅନାଦି କାଳରୁ ଏହି ପରମ୍ପରା ଚାଲି ଆସିଛି । ପୂରାଣ ବର୍ଣ୍ଣିତ ଅନୁସାରେ ଓଡିଶାରେ ଅନେକ ଶକ୍ତିପୀଠ ରହିଛି । ତେବେ ଏହି ଶକ୍ତିପୀଠ ଆବିଷ୍କାର ପଛରେ ମଧ୍ୟ ପୌରାଣିକ…
ଜିଲ୍ଲା ଆକର୍ଷଣୀୟ ରୂପ ନେବ ଉଦୟପୁର-ତାଳସାରୀ ପର୍ଯ୍ୟଟନସ୍ଥଳୀ ଖର୍ଚ୍ଚ ହେବ ୨୯କୋଟି Sep 3, 2022 ଭୋଗରାଇ: ବଙ୍ଗୋପସାଗାର କୂଳରେ ଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର- ତାଳସାରୀ ୨.୭କି.ମି. ବ୍ୟାପ୍ତ ବେଳାଭୂମିର ସୌନ୍ଦର୍ଯ୍ୟକରଣ ନିମନ୍ତେ ଅ+୍ଳ ଭିଡ଼ିଛନ୍ତି ରାଜ୍ୟ ସରକାର । ଭୋଗରାଇ ସୀମାନ୍ତ ପଶ୍ଚିମବଂଗ…
ଜିଲ୍ଲା କେବେ ହେବ ଶାବର ଶ୍ରୀକ୍ଷେତ୍ରର ବିକାଶ Jun 8, 2022 କୋରାପୁଟ : ପ୍ରକୃତି କୋଳରେ ହସୁଥିବା ସହରଟିଏ ହେଉଛି କୋରାପୁଟ । ଆଉ ସହର ଛାତି ଉପରେ ଠିଆ ହୋଇଛି ଜଗନ୍ନାଥ ମନ୍ଦିର । ଶାବର ଶ୍ରୀକ୍ଷେତ୍ର ଭାବେ ପରିଚିତ ଏହି ଜଗନ୍ନାଥ ମନ୍ଦିର ଅନ୍ୟ ମନ୍ଦିରଗୁଡିକଠାରୁ ଅନେକ ଭିନ୍ନ । ଏହି…
ଜିଲ୍ଲା ଭୀମଡୁଙ୍ଗୁରୀ ନୌବିହାର ପ୍ରକଳ୍ପ ଉଦଘାଟନ କଲେ ନରସିଂହ Apr 7, 2022 ବଲାଙ୍ଗିର : ନୌକାବିହାର ପ୍ରକଳ୍ପର ଉଦଘାଟନ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ପର୍ଯ୍ୟଟନ ସହିତ ଏଠିକାର ଜନସାଧାରଣଙ୍କ ପାଇଁ ତାଙ୍କର ଆର୍ଥିକ ବିକାଶରେ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଦେଓଗାଁ ବ୍ଳକ୍ ମୁକୁନ୍ଦପୁର…
ଓଡ଼ିଶା ସିଂହନାଥ ପୀଠରେ ୧୪୪ ଧାରା ଜାରି Jan 13, 2022 ନରସିଂହପୁର: ଜାନୁଆରୀ ୧୩: କରୋନ। ସଂକ୍ରମଣକୁ ଦୃଷ୍ଟିରେ ରଖି, ଆଜିଠୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ବେଳ।ଭୂମି ବନ୍ଦ ରଖିବ।କୁ ନିଷ୍ପତି ନେଇଛି ଜିଲ୍ଲ। ପ୍ରଶ।ସନ । ଗୋପ।ଳପୁର, ସୋନପୁର ସମେତ ଜିଲ୍ଲ।ର ସମସ୍ତ…
ଓଡ଼ିଶା ଆସିଲା ପିକ୍ନିକ୍ ଋତୁ: ହୀରାକୁଦ ଜଳଭଣ୍ଡାର ପାଶ୍ୱର୍ରେ ଜଳକ୍ରୀଡ଼ା ଏବଂ ଲାଗିରହିଛି ପର୍ଯ୍ୟଟକଙ୍କ ଭିଡ଼ Nov 18, 2021 ସମ୍ବଲପୁର/ବୁର୍ଲା : ଏବେ ଶୀତ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ସମ୍ବଲପୁର ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସ୍ଥାନମାନଙ୍କରେ ବଣଭୋଜି ପାଇଁ ଲୋକଙ୍କ ସମାଗମ ଲାଗିରହିଛି । ସମ୍ବଲପୁରକୁ ଆସୁଥିବା ଓ ଏହି…
ଓଡ଼ିଶା ଓଡ଼ିଶାର ଐତିହ୍ୟ ଚଉଷଠି ଯୋଗିନୀ ମନ୍ଦିର Nov 18, 2021 ଭାରତର ମାନଚିତ୍ରରେ ଓଡିଶାର ମନ୍ଦିରଗୁଡ଼ିକର ଏକ ବିଶେଷ ପରିଚୟ ରହିଛି, ଯାହା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଭକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଭାରତର ପୂର୍ବ ଭାଗରେ ଥିବା ଐତିହ୍ୟ ରାଜ୍ୟ ଓଡ଼ିଶାରେ ଭକ୍ତମାନଙ୍କ ପାଇଁ ବହୁ…