ପାଞ୍ଚ ଦିନ ପାଇଁ ୧୦ ଜିଲ୍ଳାକୁ heat wave warning; ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ବାହାର ମନା
Reported by Samir Kar
ଭୁବନେଶ୍ୱର : ମେ ୨୪: ରାଜ୍ୟରେ ବର୍ଷୁଛି ନିଆଁ । ତାପମାତ୍ରା ୪୦ ଡିଗ୍ରି ଟପିଲାଣି । ରବିବାର ଟିଟିଲାଗଡର ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଆଗାମୀ ୫ ଦିନ ମଧ୍ୟରେ ଏହି ତାପମାତ୍ରା ଆହୁରି ୨ରୁ…