ବିନା ଲକ୍ଷଣ ଥିବା ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହୋଇପାରିବେ : ମୁଖ୍ୟ ସଚିବ
ଭୁବନେଶ୍ୱର : ଜୁଲାଇ ୧୩:ଏଣିକି ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ଆକ୍ରାନ୍ତ ! ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଘରେ ରହି ଚିକିତ୍ସା କରାଯିବା ଉପରେ ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ତେବେ ବିନା ଲକ୍ଷଣ…