ଓଡ଼ିଶା ଆହୁରି ୨୪ ଘଣ୍ଟା ଅସହ୍ୟ ତାତି; ଆଜି ଟିଟିଲାଗଡ଼ରେ ସର୍ବାଧିକ ୪୨ଂ May 16, 2020 By Papu Mohanty ଭୁବନେଶ୍ୱର(ସବୁ୍ୟ): May 16:ରାଜ୍ୟରେ ଏବେ ଅସହ୍ୟ ତାତି । ନା ଘରେ କି ବାହାରେ କେଉଁଠି ବି ରହି ହେଉନି । ଝାଞ୍ଜି ମାଡ଼ରେ ମୁହଁ ସିଝି ଯାଉଛି । ଆଜି ଟିଟିଲାଗଡ଼ରେ ପାରଦ ୪୨ ଡିଗ୍ରୀ ଛୁଇଁଛି । ଏଭଳି…