ଓଡ଼ିଶା ‘ଗୁଲାବ’ ଓଡ଼ିଶାରେ ବିଶେଷ କ୍ଷୟକ୍ଷତି କରିନାହିଁ: ଏସ୍ଆରସି Sep 27, 2021 ଭୁବନେଶ୍ୱର: ସେପ୍ଟେମ୍ବର ୨୭: ‘ବାତ୍ୟା ‘ଗୁଲାବ’ ରାଜ୍ୟରେ ବିଶେଷ ପ୍ରଭାବ ପକାଇନାହିଁ । ଏହା ପ୍ରଭାବରେ ସେତେ କ୍ଷୟକ୍ଷତି ହୋଇନାହିଁ ।’ ସାମ୍ବାଦିକ ସମ୍ମିଳନୀରେ ସ୍୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା…