ଛାତ୍ରଛାତ୍ରୀମାନେ ଟେଲିଫୋନ ଓ ହ୍ୱାଟସ୍ଆପ୍ ଯୋଗେ ସରକାରୀ ବିଦ୍ୟାଳୟ ଗୁଡିକରେ ନାମ ଲେଖେଇବେ
ଭୁବନେଶ୍ୱର: ଜୁନ ୧୪: କୋଭିଡ-୧୯ ମହାମାରୀ ସ୍ଥିତି ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଷୟୀକ ଜ୍ଞାନକୌଶଳର ଉପଯୋଗ କରି ସରକାରୀ ବିଦ୍ୟାଳୟ ଗୁଡିକରେ ଟେଲିଫୋନ ଓ ହ୍ୱାଟସ୍ଆପ୍ ଯୋଗେ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା…