Browsing Tag

Odisha Government

ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ମନ୍ତ୍ରୀଙ୍କୁ ୬ଟି ର ଜ୍ଞାନ ଦେଲେ ନବୀନ

ଭୁବନେଶ୍ୱର: ଜୁନ ୬: ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିରେ ପ୍ରଥମ ଥର ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ରବିବାର ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି । ଏହା ପରେ ନବୀନ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ରଦ୍ଦ କଲେ ସୁପ୍ରିକୋର୍ଟ, ପିଟିସନର୍‌ଙ୍କ ଉପରେ ଜରିମାନା

ଦିଲ୍ଲୀ: ଜୁନ୍‌ ୦୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ର୍ରିମକୋର୍ଟରେ ଏକ ମାମଲା ଦାଏୟ କରାଯାଇଥିଲା । ଆଜିି ସୁପ୍ରିମକୋର୍ଟ ଏନେଇ ବଡ଼ ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ସୁପ୍ରିମକୋର୍ଟ ଶ୍ରୀମନ୍ଦିର…

କମିଲା କୋର୍ବେଭାକ୍ସ ଟିକାର ଦାମ୍‌

ଭୁବନେଶ୍ୱର: ମଇ ୧୭: ୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା ଦାମ । କୋର୍ବେଭାକ୍ସ ର୍ନିମାତା କମ୍ପାନୀ ବାୟୋଲୋଜିକାଲ-ଇ ଏହାର ଦର କମାଇଛି । ପୂର୍ବରୁ ଏହାର ଦାମ୍‌ ୮୪୦ ଟଙ୍କା ଥିବାବେଳେ ଏବେ ଏହାକୁ ୨୫୦ ଟଙ୍କା କରାଯାଇଛି…

ଏଥର ସ୍ମାର୍ଟ ସିଟିରେ ଗଡିବ ଇ ବସ୍‌

ଭୁବନେଶ୍ବର: ମଇ ୦୬: ମାସକ ମଧ୍ୟରେ ଗଡିବ ଭୁବନେଶ୍ବରରେ ୧୦ଟି ଇ-ବସ୍ । ଏହାସହ ଆହୁରି ୫୦ଟି ବସ୍ ଚଳାଇବାକୁ ଯୋଜନା କରୁଛି ବିଏମସି। ଏହାର ଚାର୍ଜିଙ୍ଗ ଷ୍ଟେସନ୍‌ ହେବ ଚନ୍ଦ୍ରଶେଖରପୁରଠାରେ । ଏହି ଚାର୍ଜିଙ୍ଗ ଷ୍ଟେସନରେ…

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂତନ ଅଦାଲତ

ଭୁବନେଶ୍ୱର: ମଇ ୦୨: ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ସରକାର ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ…

ସମୁଦ୍ର ମୁହାଁ କୁନି ଅଲିଭ୍‌ ରିଡଲେ ପ୍ରଜାତି

ବ୍ରହ୍ମଗିରି: ଅପ୍ରେଲ ୩୦: ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ରକୁ ଫେରୁଛନ୍ତି ଅଲିଭ୍ ରିଡ୍ଲେ । ଚଳିତ ବର୍ଷ ଅନୁକୁଳ ପାଗ ଯୋଗୁଁ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡାଦାନ କରିବା ସହ ପ୍ରଜନନ ପ୍ରକ୍ରିୟା ସରିଛି । ଏବେ ଅଣ୍ଡାରୁ…

ଗଞ୍ଜାମରେ ଅପପୃଷ୍ଟି ରୋଗର ଶିକାର ହେଉଛନ୍ତି ପିଲା

ବ୍ରହ୍ମପୁର: ଅପ୍ରେଲ ୧୨: ଗଞ୍ଜାମରେ ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ବିଶେଷକରି ବସ୍ତି ଓ ଦୁର୍ଗମ ଇଲାକାର ପିଲାମାନେ ପାଉନାହାଁନ୍ତି ପୁଷ୍ଟିକର ଖାଦ୍ୟ । ଫଳରେ ପ୍ରତିବର୍ଷ ଶହ ଶହ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି।…

ଜେଲ୍‌ର ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ, ଅଧିକ ଶିଶୁ ଥିବା ଜେଲ୍‌ରେ ଖୋଲିବ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର : ମାର୍ଚ୍ଚ ୨୪: ଏବେ ଜେଲରେ ନିଜ ପିତାମାତାଙ୍କ ସହ ରହୁଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି । ଉକ୍ତ ଗାଇଡ୍‌ଲାଇନରେ…

ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା

ଭୁବନେଶ୍ୱର: ମାର୍ଚ୍ଚ ୨୨: ଏପ୍ରିଲରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ଏହି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ ଏମଡିଏମ୍‌ ୟୁନିଟ୍…

କାର୍ଯ୍ୟକାରୀ ହେବ ଆରସିଏସ-ଉଡାନ ବିମାନ ଚଳାଚଳ

ଭୁବନେଶ୍ୱର: ଫେବୃଆରୀ ୧୬: ଆରସିଏସ-ଉଡାନ କାର୍ଯ୍ୟକ୍ରମ ଅଧୀନରେ ବିମାନ ଚଳାଚଳ ପାଇଁ ଅମରଡା ରୋଡ ଏୟାରଷ୍ଟ୍ରିପକୁ ଅନୁମତି ଦେବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର…