Browsing Tag

Odisha Education

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ, ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ ପାଇବେ ପୁରସ୍କାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲମାନଙ୍କ୍‌ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ…

ଆଜି ଅପରାହ୍ନରେ ପ୍ରକାଶ ପାଇବ CUET-PG ଫଳ

ଭୁବନେଶ୍ୱର : ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା CUET-PG ବା ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ବୋଲି ୟୁଜିସି ଅଧ୍ୟକ୍ଷ ଏମ୍‌ ଜଗଦେଶ…

ଶିକ୍ଷକ ନଥିବାରୁ ଧାରଣାରେ ୧୫୨ ଛାତ୍ରଛାତ୍ରୀ, ସ୍କୁଲରେ ତାଲା

ଦେଓଗଡ଼ : ଶିକ୍ଷକ ଦିଅ । ନ ହେଲେ ସ୍କୁଲ ତାଲା ଖୋଲିବନି । ଆମେ ପାଠପଢ଼ାରେ ହଇରାଣ ହେଉଛୁ । ହେଲେ ଅଧିକାରୀମାନେ ଅଭିଯୋଗର ସମାଧାନ କରୁନାହାନ୍ତି । ଛାତ୍ରଛାତ୍ରୀମାନେ ଏଭଳି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି । ଗତ…

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୩ ନାମଲେଖା

ଆଜିଠାରୁ ଯୁକ୍ତ ୩ ପାଇଁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିଳ । ସାମ୍‌ସ ଓଡ଼ିଶା େୱବ୍‌ ସାଇଟ୍‌ ମାଧ୍ୟରେ ଛାତ୍ରଛାତ୍ରୀମାନେ ନିଜ…

ବାହାରିଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ଅପରାହ୍ନଣରେ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏନେଇ ‘ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌’ ଦଶମ ପରୀକ୍ଷା ଫଳ ଘୋଷଣା କରିଛି । ଚଳିତ ବର୍ଷ ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ…

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ନିଜ ପରୀକ୍ଷା ଫଳ ଡାଉନ୍‌ଲୋଡ୍‌ କରିଛନ୍ତି । ଚଳିତ ବର୍ଷ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ…

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ

ଭୁବନେଶ୍ୱର: ଜୁଲାଇ ୨୦: ଯୁକ୍ତ ଦୁଇ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ମାସ ଅର୍ଥାତ୍‌ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସାମ୍‌ସ ଓଡ଼ିଶା…

ଆସନ୍ତା ମାସ ୪ରେ ହେବ ଓଜେଇଇ

ଭୁବନେଶ୍ୱ: ଜୁନ୍‌ ୦୧: ଚଳିତ ବର୍ଷ ପାଇଁ ଓଜେଇଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ସୂଚୀ ଅନୁସାରେ, ଆସନ୍ତା ମାସ ଅର୍ଥାତ୍‌ ଜୁଲାଇ ୪ ତାରିଖରେ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ । * ପ୍ରତିଦିନ ୩ଟି ସିଫ୍‌ଟରେ…

ଆସନ୍ତା ମାସ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ

ଭୁବନେଶ୍ୱର: ମେ ୨୮:ଆସନ୍ତା ମାସ ଜୁନ୍‌ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ମିଳିଛି । ସୂଚନା ଅନୁସାରେ, ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ଖାତା…

ମାଟ୍ରିକ ଭଳି ନବମ ପରୀକ୍ଷା ମଧ୍ୟ ଦେଲେନି ଛାତ୍ରଛାତ୍ରୀ, ଚିନ୍ତାରେ ରାଜ୍ୟ ବୋର୍ଡ

ଭୁବନେଶ୍ୱର: ମେ ୧୭: ମାଟ୍ରିକ ପରୀକ୍ଷା ଭଳି ନବମ ପରୀକ୍ଷା ମଧ୍ୟ ହଜାରୁ ଅଧିକ ଛାତ୍ରଛାତ୍ରୀ ଦେଇ ନାହାନ୍ତି ବୋଲି ଆଜି ରାଜ୍ୟ ବୋର୍ଡ ସୂଚନା ଦେଇଛି । ଆଜି ପ୍ରକାଶିତ ନବମ ପରୀକ୍ଷାଫଳରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ…