ଓଡ଼ିଶା ୩୦% ହ୍ରାସ ହେବ ପିଲାଙ୍କ ସିଲାବସ୍ Aug 26, 2020 ଭୁବନେଶ୍ୱର : ଅଗଷ୍ଟ ୨୬: ଏଣିକି ପିଲାଙ୍କ ପାଠ୍ୟକ୍ରମରେ ୩୦% ହ୍ରାସ କରାଯିବ । ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । କରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍କୁଲ ଓ କଲେଜ ଖୋଲା ଯାଇନାହିଁ ଓ…