ଓଡିଶା ସୁସ୍ଥ ହେଲେ ୧୨୦ ଜଣ କରୋନା ସଂକ୍ରମିତ; ମୋଟ ସୁସ୍ଥ ହେଇସାରିଲେଣି ୨୫୯୪ ଜଣ
ଭୁବନେଶ୍ୱର: ଜୁନ ୧୩: ଆଜି ଓଡ଼ିଶାରେ ୧୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ I ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨୫୯୪ ଜଣ I
ଗଂଜାମ ରୁ ୩୩ ଜଣ, ଗଜପତି ରୁ ୧୮ ଜଣ, ସୋନପୁର ରୁ ୧୩ ଜଣ, ବାଲେଶ୍ୱର ରୁ ୧୨ ଜଣ,ବଲାଙ୍ଗୀର ରୁ ୮…