ଓଡ଼ିଶାରେ ୨୪ ଘଂଟାରେ ୩୬୮୨ ଟି କୋଭିଡ ପଜିଟିଭ କେଶ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୬୮
ଭୁବନେଶ୍ୱର: ଅଗଷ୍ଟ ୨୮: ଓଡ଼ିଶାରେ ଗୋଟିଏ ଦିନରେ ୩୬୮୨ ନୂଆ କୋଭିଡ ପଜିଟିଭ କେଶ I ଦିନେ ପରେ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା I ୩୬୮୨ ଟି ନୂଆ କେଶ ମଧ୍ୟରୁ, ୧୪୪୧ ଟି ଲୋକାଲ କଂଟାକଟ କେଶ ଥିବା ବେଳେ,…