ଆଜି ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ଏ ପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୨୩୫୪ ଜଣ
ଭୁବନେଶ୍ୱର: ଜୁନ ୧୧: ଆଜି ଓଡ଼ିଶାରେ ୭୨ ଜଣ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେଲେ I ରାଜ୍ୟରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେ ୨୩୫୪ ଜଣ I
ଗଂଜାମ ରୁ ୧୭ ଜଣ, ସୋନପୁର ରୁ ୯ ଜଣ, ବଲାଙ୍ଗୀର ରୁ ୭ ଜଣ, ଜଗତସିଂହପୁର ରୁ ୬ ଜଣ,…