Browsing Tag

odisha corona update

୨୪ ଘଣ୍ଟାରେ ରାଜ୍ୟରେ ୨,୦୩୯ ସୁସ୍ଥ

ଭୁବନେଶ୍ୱର: ଜୁଲାଇ ୩୦: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୫ ହଜାର ୮୬୮ ଜଣ ସ୍ୱାବ୍‌ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୧ ହଜାର ୫୫୮ ଜଣ ନୂଆ କରୋନ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟଙ୍କ ମଧ୍ୟରୁ…

ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଟପିଲା; ଗୋଟିଏ ଦିନରେ ୨୮୧୯ ଟି ନୂଆ କେଶ

ଭୁବନେଶ୍ୱର: ଅଗଷ୍ଟ ୨୨: ଓଡ଼ିଶାରେ ୨୪ ଘଂଟାରେ ୨୮୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୬୯୧ ଟି Quarantine କେଶ ଏବଂ ୧୧୨୮ ଟି Local Contact କେଶ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…

ଭୁବନେଶ୍ୱର ରେ ଗୋଟିଏ ଦିନରେ ୨୩୭ କୋଭିଡ ପଜିଟିଭ କେଶ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫୯୫ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୧୩: ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I BMC ର ଟ୍ୱଇଟ ଅନୁସାରେ, ୨୩୭ ଟି କେଶ ମଧ୍ୟରେ ୧୩୨ ଟି Quarantine Case ଏବଂ ୧୦୫ ଟି Local Contact Case ଚିହ୍ନଟ…

ଭୁବନେଶ୍ୱର ରେ ୮୭ ଏବଂ କଟକ ରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୮: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୪୧ ଜଣ Quarantine ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ବାକି ୪୬ ଜଣ local contact case I…

ଭୁବନେଶ୍ୱରରେ ବଢ଼ୁଛି କରୋନା ଚିନ୍ତା; ଶୁକ୍ରବାର ୧୨୪ ଆକ୍ରାନ୍ତ

ଭୁବନେଶ୍ୱର :ଜୁଲାଇ ୧୭: ଭୁବନେଶ୍ୱରରେ ଘାରିଛି କରୋନା ଚିନ୍ତା । କ୍ରମାଗତ ଭାବରେ ବଢ଼ିଚାଲିଛି ସଂକ୍ରମଣ ଚିନ୍ତା । ଶୁକ୍ରବାର ଭୁବନେଶ୍ୱରରୁ ୧୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୭୨ ଜଣ ଥିବା…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୬ ହଜାର ଟପିଲା: ଗୋଟିଏ ଦିନରେ ୭୧୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଜୁଲାଇ ୧୭: ୨୪ ଟି ଜିଲ୍ଲାରୁ ଚିହ୍ନଟ ହେଲେ ୭୧୮ ନୂଆ ଆକ୍ରାନ୍ତ କରୋନା ଆକ୍ରାନ୍ତ I ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଆକ୍ରାନ୍ତଙ୍କ…

ଭୁବନେଶ୍ୱର ରେ ୬୦ ଓ କଟକ ରେ ୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୬: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୬୦ ଜଣ କରୋନା ଆକ୍ରାନ୍ତ I ସେଥିରୁ, ୪୦ ଜଣ quarantine ରେ…

୨୪ ଘଂଟାରେ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଓଡ଼ିଶାରେ ମୋଟ ମୃତ୍ୟୁସଂଖ୍ୟା ୬୧ ରେ ପହଁଚିଲା

ଭୁବନେଶ୍ୱର : ଜୁଲାଇ ୧୧: ୨୪ ଘଂଟାରେ ରାଜ୍ୟରେ ୫ ଜଣଙ୍କର ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାରୁ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଥିବା ବେଳେ, କଟକ, ଭୁବନେଶ୍ୱର ଓ ପୁରୀ ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I…

ଓଡ଼ିଶାରେ ସୁସ୍ଥହେଲେ ଆଉ ୨୧୭ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥହେଲେଣି ୬୭୦୩ ଜଣ

ଭୁବନେଶ୍ୱର: ଜୁଲାଇ ୭: ଓଡ଼ିଶାରେ ଆଜି ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୮, ବାଲେଶ୍ୱର ରୁ ୧୬, ମୟୁରଭଞ୍ଜ ରୁ ୧୫, ବରଗଡ ରୁ ୧୩,…

ଓଡ଼ିଶାରେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୦୨ : ରାଜ୍ୟରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ବ୍ୟକ୍ତିଙ୍କର ମୃତ୍ୟୁ ହେଉଥିବାବେଳେ, ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ…